All Exams Sathi

Odisha HSC EXAMINATION (SCIENCE) 2024

1. ଯଦି ଗୋଟିଏ ଗଛର ବିକଳ୍ପୀ କାରକ ଗୁଡ଼ିଏ ମଧ୍ୟରୁ ଡେଙ୍ଗା ପାଇଁ (TT), ଗେଡା ପାଇଁ (tt) , ହଳଦିଆ ପାଇଁ (YY) ଓ ଶାଗୁଆ ପାଇଁ (yy) ହେବ, ତେବେ F1 ପିଢ଼ିରେ ଥିବା ଶଙ୍କର କାରକଟି ଯଦି (Tt Yy) ହୁଏ ? ତାହାର ରୂପଟି କଣ ହେବ ?

If the plant have complementary factors as for tall (TT), for dwarf (tt), for
yellow (YY) and for green (yy). Therefore in F1
the hybrid factor of the
genotype will be (Tt Yy), what will be the phenotype of it ?

 

2. ସୁନ୍ଦରଲାଲ ବାହୁଗୁନା ଦ୍ୱାରା କେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା?

Which movement started by Sundarlal Bahuguna ?

3. ନିମ୍ନଲିଖିତରୁ ଓଡିଶାର ପ୍ରଥମ ଜାତୀୟ ଉଦ୍ୟାନ କେଉଁଟି?

From the following which is the first National Park in Odisha ?

4. ପରିସଂସ୍ଥ​ା ରେ ଶକ୍ତି ପ୍ରବାହ କେଉଁ ପ୍ରକାରର?

The energy flow in ecosystem is of what type ?

5. “ଇକୋଲୋଜିକାଲ୍ ପିରାମିଡ୍” ର ଆଇଡିଆ ଦେଇଥିବା ପ୍ରଥମ ବ୍ୟକ୍ତି କିଏ?

Who is the first man to give the Idea of “Ecological Pyramid” ?

6. "3R" ପଦ୍ଧତି ସହ ଅନ୍ତର୍ଭୁକ୍ତ ନଥିବା ପ୍ରକ୍ରିୟା ଟି ବାଛ ?

Find out the process which is not included in the 3R method ?

7. କେଉଁ ଦିନ "ସୌର ହିଟର" ପାଣି ଗରମ ହେବା ସହଜ ହେବ ନାହିଁ |

In which day “Solar heater” is not easily heat water ?

8. ଯଦି ଗୋଟିଏ ପରିସଂସ୍ଥାରେ ତୃଣଭୋଜି ସ୍ତରରେ ଶକ୍ତିର ପରିମାଣ 100 କ୍ୟାଲେରି ହେବ, ତା ହେଲେ, ସେଠାରେ ଉତ୍ପାଦକ ସ୍ତରରେ ଶକ୍ତିର ପରିମାଣ କେତେ ?

If in a eco system the quantity of energy is 100 cal at herbivore level, what
is the quantity at producer level ?

9. "ଓରିଜିନ ଅଫ ସ୍ପିସିଜ୍ " ପୁସ୍ତକ ପ୍ରଥମେ କେଉଁ ବର୍ଷ ପ୍ରକାଶ ପାଇଥିଲା ?

The book “origin of species” is released and published in the year ?

10. AIDs ର ଖଳନାୟକ HIV, ଏହାର ଆନୁବଂଶିକ ପଦାର୍ଥ RNA ରେ ଥାଏ,ତେଣୁ ଏହି ଭାଇରସ ର ନାମ କଣ ?

The vilian of AID of HIV, the genetic material present in RNA, so what is the
name of the virus is ?

11. ପୁତ୍ର ସନ୍ତାନ ଜନ୍ମ ନେବା ପାଇଁ ଶୁକ୍ରାଣୁ ର କେଉଁ ଗୁଣସୂତ୍ର ଦିମ୍ବାଣୁ ସହିତ ସମାୟିତ ହୁଏ ?

Which chromosome of sperm is fertilised with the ovum to give birth of a
male child ?

12. ମାଇଟୋସିସ ରେ ମତୃକୋଷ ଓ ଅପତ୍ୟକୋଷ ରେ ଥିବା ଗୁଣସୂତ୍ର ସଂଖ୍ୟାର କି ସମ୍ପର୍କ ଥାଏ ?

The relation of chromosomal number in between mother cell and daughter
cell in mitosis ?

13. ମାଇଟୋସିସ ରେ ମତୃକୋଷ ଓ ଅପତ୍ୟକୋଷ ରେ ଥିବା ଗୁଣସୂତ୍ର ସଂଖ୍ୟାର କି ସମ୍ପର୍କ ଥାଏ ?

The relation of chromosomal number in between mother cell and daughter
cell in mitosis ?

14. କେଉଁ କ୍ଷରଣ ବ୍ୟବସ୍ଥାକୁ ଆମ ଶରୀରରେ " ଫେରନ୍ତା ସଂକେତ ନିୟନ୍ତ୍ରଣ" କୁହାଯାଏ ?

Which secretion system in ourbody is termed as “Feed Back Control” ?

15. ନୁଷ୍ୟ ଶରୀରରେ କେତୋଟି ସ୍ନାୟୁ ଓ ସୁଷମ୍ନା ସ୍ନାୟୁ ସଂଖ୍ୟା ଯଥାକ୍ରମେ କେଉଁ ଦ୍ୱୟ ଅଟେ?

The number of crarual nerve and spinal nerve are the pair respectively in
human body ?

16. ଆମ ଶରୀରରେ କେଉଁଟି ବହିସ୍ରାବୀ ଗ୍ରନ୍ଥି ଅଟେ ?

Which is exocrine gland in our body ?

17. ତେନ୍ତୁଳି ଥିବା ଏସିଡ୍ ର ନାମ କ’ଣ?

What is the name of acid present in tamarind ?

18. ପରିସ୍ରାର ହଳଦିଆ ରଙ୍ଗର କାରଣ କ’ଣ?

What is the cause of the yellow coloration of urine ?

19. କେଉଁ ଅଂଶ ମାନବ ହୃଦୟର ବାମ ଅଳିନ୍ଦ​ ସହିତ ସଂଯୁକ୍ତ?

Which part is connected to left atrium of human heart ?

20. ମୁଳଜଚାପ ମାପିବା ପାଇଁ କେଉଁ ପ୍ରକାରର ଯନ୍ତ୍ର ବ୍ୟବହାର କରାଯାଏ?

What type of instrument is used for measurement of roof pressure ?

21. ଇଷ୍ଟ ରେ କିଣ୍ଵନ କେଉଁ ପ୍ରକାର କିଣ୍ଵନ କୁହାଯାଏ ?

What type of fermentation is called in yeast ?

22. ଗୋଟିଏ ଗ୍ଲୁକୋଜ ଅଣୁରୁ କେତୋଟି ଏଟିପି ଉତ୍ପନ ହୁଏ ?

How many ATP produced from one glucose molecule in aerobic
respiration ?

23. ବୟସ୍କ ମନୁଷ୍ୟର ତଳ ଓ ଉପର ମାଢି ରେ ସମୁଦାୟ କେତୋଟି ଶ୍ୱନଦାନ୍ତ ଅଛି ?

24. ଆଲୋକ ପ୍ରତିକ୍ରିୟା ପାଇଁ କ୍ଲୋରୋପ୍ଲାଷ୍ଟର କେଉଁ ଅଂଶ ଦାୟୀ?

Which part of chloroplast is responsible for light reaction ?

25. ଆଲୋକଶ୍ଲେଷଣ ଆଲୋକ ପ୍ରକ୍ରିୟା ପାଇଁ କଣ ଦରକାର ନାହିଁ ?

What is not required for light reaction of photosynthesis ?

26. ପରିବାହୀରେ କ୍ଷୀଣ ବିଦ୍ୟୁତ୍ ସ୍ରୋତ ମାପିବା ଯନ୍ତ୍ରର ନାମ କଣ?

The low intensity of electric current can be measured in which instrument ?

27. ଏକ ପରିପଥରେ ସମାନ୍ତରାଳ ସଂଯୋଗରେ ପରିବାହୀର ପ୍ରତିରୋଧ x ଓ y ହେଲେ, ସମୂହ ପ୍ରତିରୋଧ କେତେ ?

If the resistance of conductors are x & y in a parallel connection, what will
be the equivalent resistance ?

28. ଫ୍ଲେମିଙ୍ଗସ୍ ବାମ ହାତ ନିୟମ ଅନୁଯାୟୀ, ବୃଦ୍ଧାଙ୍ଗୁଳିଟି କାହାର ଦିଗକୁ ସୁଚାଇବ ?

The direction of the thumb indicates as per Flemings Left Hand Rule ?

29. ଭାରତରେ ମିଳୁଥିବା ପ୍ରତ୍ୟାବର୍ତ୍ତି ବିଦ୍ୟୁତ୍ ସ୍ରୋତ ପ୍ରତି କେତେ ସେକେଣ୍ଡରେ ଦିଗ ପରିବର୍ତ୍ତନ କରେ ?

The A.C available in India changes its direction in how many seconds ?

30. 2 ୟୁନିଟ୍ ବିଦ୍ୟୁତ୍ ଶକ୍ତି କେତେ?

31. କେଉଁ ରୋଗ ଥିବା ବ୍ୟକ୍ତି ଚକ୍ଷୁ ଦାନ କରି ପାରିବେ?

The person can donate the eye with a disease ?

32. ଯଦି ପୃଥିବୀର ବାୟୁମଣ୍ଡଳ ନଥାନ୍ତା, ତେବେ ଆକାଶର ରଙ୍ଗ କିପରି ହୋଇଥାନ୍ତା?

If the earth had no atmosphere, the colour of the sky would be ?

33. ପ୍ରୋପେନ ପାଇଁ ସୂତ୍ର କ’ଣ?

What is formula for propene

34. ଲେନ୍ସ ପାୱାରର ଏକକ କ’ଣ?

What is the unit of lens power ?

35. ଦୂରଦୃଷ୍ଟି ପାଇଁ କେଉଁ ଚଷମା ବ୍ୟବହାର କରାଯାଏ ?

36. କେଉଁ ଲେନ୍ସ ର ପାୱାର ଯୁକ୍ତାତ୍ମକ ?

37. ଉତ୍ତଳ ଲେନ୍ସ ଦ୍ଵାରା ବର୍ଦ୍ଧନ (-3) ହେଲେ ବସ୍ତୁଟି କେଉଁଠି ଥାଏ ?

Where the object will be put, if a convex lens with a magnification (–3) ?

38. ଏକ ବର୍ତ୍ତୁଳ ଦର୍ପଣ ରେ ବକ୍ରତା ବ୍ୟାସାର୍ଦ୍ଧ ଓ ଫୋକସ ଦୂରତା ଯଥାକ୍ରମେ R ଓ f ହେଲେ ?

In a curved mirror the radius of curbature and focus will be R & f, then ?

39. ଦୀର୍ଘକାୟ ପର୍ଯ୍ୟାୟ ସାରଣୀରେ କେଉଁ ସ୍ଥାନରେ ବ୍ରୋମିନ ସ୍ଥାନିତ ?

40. ଆଧୁନିକ ପର୍ଯ୍ୟାୟ ସାରଣୀରେ ସଠିକ୍ ଭାବେ ଶ୍ରେଣୀ ଓ ପର୍ଯ୍ୟାୟର ସଂଖ୍ୟା ଚିହ୍ନଟ କର ?

41. କେଉଁଟି ହୋମୋଲଗସ ଗ୍ରୁପ୍ ର ଏକ ଗୁଣ ଅଟେ ?

42. କେଉଁଟି ହୋମୋଲଗସ ଗ୍ରୁପ୍ ର ଏକ ଗୁଣ ଅଟେ ?

43. ନିମ୍ନରେ ଦିଆଯାଇଥିବା ଦୁଇଟି ଉପାଦାନ ମଧ୍ୟରୁ କେଉଁଟି, କ୍ୟାଟିନେସନର ଗୁଣ ଦେଖାଏ?

Which of the two element given below, shows the property of catination ?

44. କେଉଁ ଅଧାତୁ ତରଳ ଅବସ୍ଥାରେ ଥାଏ?

45. କେରୋସିନରେ କେଉଁ ଧାତୁ କୁ ରଖାଯାଏ ?

Which metal is preserved in Kerosine ?

46. ବ୍ଲିଚିଂ ପାଉଡର ସହିତ ଲଘୁ ଲଵଣାମ୍ଲ ପ୍ରତିକ୍ରିୟାରେ କେଉଁ ଗ୍ୟାସ୍ ଉତ୍ପନ​ ହୁଏ ?

Which gas will liberate if bleaching powder reacts with dilute hydrochloric
acid ?

47. ଦାନ୍ତର ବାହ୍ୟ ଆଚ୍ଛାଦନରେ ଥିବା ରାସାୟନିକ ପଦାର୍ଥର ନାମ ଦିଅ?

Name the chemical present in the exine of outer cover of teeth ?

48. ସତେଜ କ୍ଷୀରର pH ମୂଲ୍ୟ ଥାଏ 6. ଯେତେବେଳେ ଏହା ଦହିରେ ପରିଣତ ହେବ, ତାର pH କେତେ ହେଵ?

49. ଶ୍ୱାସକ୍ରିୟା ପାଇଁ ଜଡିତ ଉପଯୁକ୍ତ ତଥ୍ୟ ଚୟନ କରନ୍ତୁ?

Select the appropriate fact associated for respiration ?

50. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ସଂଶ୍ଳେଷଣ ପ୍ରତିକ୍ରିୟା?

Which of the following is a synthesis reaction ?

Your score is

The average score is 0%

0%

Scan the code