Odisha HSC EXAMINATION (ODIA) 2024 1. କେଉଁଟି ଶୁଦ୍ଧ ଶବ୍ଦ? A. ପୁର୍ବର୍ହ୍ନ B. ପୂର୍ବାହନ C. ପୂର୍ବାହ୍ନ D. ପୂର୍ବହ୍ଣ 2. ଅନ୍ୟ ବର୍ଣ୍ଣର ସାହାଯ୍ୟ ନନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣକୁ ———- କୁହାଯାଏ ? A. ବ୍ୟଞ୍ଜନ ବର୍ଣ୍ଣ B. ସ୍ୱର ବର୍ଣ୍ଣ C. ଅବ୍ୟୟ D. ବିଶେଷ୍ୟ 3. ସଠିକ୍ ବାକ୍ୟାଟି ବାଛ । A. ମୁସା ଗଣେଶଙ୍କ ବାହାନ ଅଟେ B. ମୄଶା ଗଣେଶଙ୍କ ବାହନ ଅଟେ C. ମୁଷା ଗଣେଷଙ୍କ ବାହନ ଅଟେ D. ମୁଷା ଗଣେଶଙ୍କ ବାହନ ଅଟେ 4. ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ A. ମ୍ରିୟମାନ, ଅପରାହ୍ନ B. ମ୍ରିୟମାଣ, ଅପରାହ୍ନ C. ମରୀୟମାନ, ଅପରାହ୍ନ D. ମ୍ରିୟମାଣ, ଅଫରାହ୍ଣ 5. “ମେଘ” ର ପ୍ରତିଶବ୍ଦ କେଉଁଟି? A. ଜୀମୂତ B. . ମରୁତ C. ରତ୍ନାକର D. ଖଗ 6. “ଦେଶକେ ଫାଙ୍କ୍ ନଈକେ ବାଙ୍କ୍ ” ଲୋକବାଣୀ ର ଅର୍ଥ କ’ ଣ ? A. ସବୁସ୍ଥାନରେ ଖାପଖୁଆଇ ଚଳିବା B. ପ୍ରକୃତି ବଦଳେ ନାହିଁ C. ଭିନ୍ନ ସ୍ଥାନରେ ଭିନ୍ନ ଚଳଣି D. ବାହାର ସୌନ୍ଦର୍ଯ୍ୟ ଭିତରେ ନଥିବା 7. ପୂତ ଶବ୍ଦ ର ଅର୍ଥ କଣ? A. ପୁଅ B. ପବିତ୍ର C. ପୂର୍ଣ୍ଣ D. ପୋତିବା 8. “ଦିନ” ଶବ୍ଦ ର ଅର୍ଥ କଣ? A. ପ୍ରଦୀପ B. ଦିବସ C. ଚର D. ଦରିଦ୍ର 9. ‘ଓର ଉଣ୍ଡିବା’ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ? A. ଅଭ୍ୟସ୍ଥ ହେବା B. ବିଶ୍ୱାସ ଘାତକତା କରିବା C. ଠକି ଦେଇ ଚାଲିଯିବା D. ସୁଯୋଗ କୁ ଅପେକ୍ଷା କରିବା 10. ‘କଣ୍ଟାକୁ କଣ୍ଟାରେ କାଢ଼ିବା’ – ଏହି ରୂଢିର ଅର୍ଥ କଣ? A. ଶତ୍ରୁକୁ ଶତ୍ରୁ ସାହାଯ୍ୟ ରେ ଆୟତ୍ତ କରିବା B. ଯୁକ୍ତି ଦ୍ୱାରା ଖଣ୍ଡନ କରିବା C. ହତାଶ ହେବI D. କାର୍ଯ୍ୟାରମ୍ଭ କରିବା 11. ‘ଆଖିଦେବା’ – ରୂଢିଟିର ଅର୍ଥ କେଉଁଟି ? A. ଡ଼ରାଇବା B. ଇର୍ଷା କରିବା C. ଲୋଭ କରିବା D. ରାଣ ପକାଇବା 12. ଜନ୍ମରୁ ଚତୁର - ଅର୍ଥ ପ୍ରକାଶ କରୁଥିବା ରୂଢି ଟି ବାଛ ? A. କୁହIମୁଣ୍ଡI କପିଳା B. ଖତଗଦା ରେ ପଦ୍ମ C. ବଣ ବିଛୁଆତି D. ଓଳିଆରୁ ଗଜା 13. ଅଲଣା କଥା - ଏହା କି ପ୍ରକାର ରୂଢି ? A. କ୍ରିୟାହିନ B. କ୍ରିୟାଯୁକ୍ତ C. ଉପମାଯୁକ୍ତ D. ତୁଳନାତ୍ମକ 14. ନିମ୍ନୋକ୍ତ ମଧ୍ୟରୁ କେଉଁଠି ଷତ୍ଵବିଧିର ନିୟମ ଅଟେ ? A. ଆବିଷ୍କାର B. ଗବେଷଣା C. ଅନୁସରଣ D. ନିଷ୍ଫଳ 15. ପଦ ମଧ୍ୟରେ ' ନ ' ସ୍ଥାନରେ ' ଣ ' ରହିବାକୁ କଣ କୁହାଯାଏ ? A. ଷତ୍ଵବିଧି B. ଣତ୍ଵବିଧି C. ରୂପାନ୍ତର D. ସନ୍ଧି 16. ଏକ ପଦରେ ପ୍ରକାଶ କର - ଜାଣିବାକୁ ଇଚ୍ଛା ଥିବା ବ୍ୟକ୍ତି ? A. ଜ୍ଞାନବନ୍ B. ଜ୍ଞାନୀ C. ଜିଜ୍ଞାଶୁ D. ଜାଣିଥିବା ଛାତ୍ର 17. ମାଆ ରାନ୍ଧୁଛନ୍ତି- ଏହା କି ପ୍ରକାର ବାକ୍ୟ? A. କର୍ତ୍ତୁ ବାଚ୍ୟ B. କର୍ମ ବାଚ୍ୟ C. ଭାବ ବାଚ୍ୟ D. କର୍ମ ଓ କର୍ତ୍ତୁ ବାଚ୍ୟ 18. ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧ କୁ କଣ କୁହାଯାଏ ? A. ବାକ୍ୟଂଶ B. ଯୋଗ୍ୟତା C. ଆସତ୍ତି D. ଆକାଂକ୍ଷା 19. ଚତୁର ଲୋକ ସବୁଠାରେ ଜିତନ୍ତୀ l ଏଠାରେ ଚତୁର କି ପଦ? A. ବିଶେଷ୍ୟ B. କ୍ରିୟା C. ବିଶେଷଣ D. ଅବ୍ୟୟ 20. ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ କିଏ ନ ଜାଣେ? ଏହା କି ପ୍ରକାର ବାକ୍ୟ ? A. ବିବୃତି ସୂଚକ B. ପ୍ରଶ୍ନ ସୂଚକ C. ଆଦେଶ/ଅନୁରୋଧ D. ବିସ୍ମୟ ସୂଚକ 21. ନିରପେକ୍ଷ – ବିପରୀତ ଶବ୍ଦ ଚିହ୍ନଟ କର? A. ଉପେକ୍ଷ B. ସପେକ୍ଷ C. ସାପେକ୍ଷ D. କେଉଁଟି ନୁହେଁ 22. ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ କି ବାକ୍ୟ କୁହାଯାଏ ? A. ମିଶ୍ର B. ଯୌଗିକ C. ଜଟିଳ D. ସରଳ 23. ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ କି ବାକ୍ୟ କୁହାଯାଏ ? A. ମିଶ୍ର B. ଯୌଗିକ C. ଜଟିଳ D. ସରଳ 24. ଏ ବାରଷ ବଢେଇ ଦାୟ ନା ପୁଅରେ ଡାୟ - ଏ କଥା ବିଶୁ ମହାରଣା କୁ କିୟ ପଚାରିଛନ୍ତି ? A. ଦ୍ଵିତୀୟ ଶିଳ୍ପୀ B. ରାଜା C. ଶିବେଇ ସାମନ୍ତ D. ରକ୍ଷୀ 25. ଶାମ୍ବ କେଉଁ ଦେବତାକୁ ପୂଜା କରି ଦୁରାରୋଗ୍ୟ କୁଷ୍ଠ ବ୍ୟାଧି ରୁ ମୁକ୍ତ ହୋଇଥିଲେ ? A. ଶିବ B. ବ୍ରହ୍ମା C. ସୂର୍ଯ୍ୟ D. ବିଷ୍ଣୁ 26. ଦେବତା ମାନଙ୍କୁ କିଏ ମହା ଅପମାନ ଓ ଦୁଃଖରୁ ରକ୍ଷା କରିଛନ୍ତି ? A. ଶଚି B. ବ୍ରହ୍ମା C. ବିଶ୍ଵକର୍ମା D. ତିଳୋତ୍ତମା 27. ପଠିତ ଏକାଙ୍କିକା ରେ " ଧର୍ମର ଜୟ ସୁନିଶ୍ଚିତ " ତା ନ ହୋଇଥିଲେ ଆମର ଅସ୍ଥିତ୍ୟ ନଥାନ୍ତା, ଏହି କଥା କିଏ କହିଛନ୍ତି? A. ସୁନ୍ଦ B. ଉପସୁନ୍ଦ C. ଇନ୍ଦ୍ର D. ଶମନ 28. ବରଗଛ କୁ କାହାର ପ୍ରତୀକ ରୂପେ ଗାଳ୍ପିକ ଗ୍ରହଣ କରିଛନ୍ତି ? A. ସ୍ନେହମୟୀ ଭଗିନୀ B. ସ୍ନେହମୟୀ ଜନନୀ C. ସ୍ନେହୀ ବନ୍ଧୁ D. ସ୍ନେହୀ ଜନକ 29. ଆପଣ କଣ ଇତିହାସ ପୁରୁଷ l ଏକଥା କିଏ କହିଛନ୍ତି ? A. କଳିଙ୍ଗ ସେନା B. ଅଶୋକ C. ରଜେଶ୍ୱରି D. ଅଙ୍ଗଦ ଚୌଧୁରୀ 30. କଳିଙ୍ଗର ରାଜା ଅସୁସ୍ଥ ହେତୁ ତାଙ୍କ ଅନୁପସ୍ଥିତିରେ କାହାକୁ ରାଜ୍ୟର ଦାୟିତ୍ଵ ଦେବାକୁ ସେ ସମ୍ବାଦ ପଠାଇ ଥିଲେ ? A. ମହIମନ୍ତ୍ରି B. କୁରୁବକୀ C. ରଜେଶ୍ୱରୀ D. ସେନାଧ୍ୟକ୍ଷ 31. କାରଖାନାର ଫାଳେ ଏକାଥରେ ଭୁଶୁଡ଼ି ପଡ଼ିଛି, ଏକଥା ଜୟଦେବ ବାବୁ କାହାକୁ କହିଛନ୍ତି ? A. ମିଶ୍ର ବାବୁ B. ମୂନିମା C. ଜୟଦେବଙ୍କ ସ୍ତ୍ରୀ D. ଗୌରୀ 32. ମଣିଷ ମାନେ କେଉଁ ପିଞ୍ଜରା ରେ ବନ୍ଦ୍ ହୋଇଛନ୍ତି ଆଉ ତାଙ୍କୁ କିଏ ବନ୍ଦୀ କରିଛି - ଏହି ପ୍ରଶ୍ନଟି କାହାର ? A. ମୂନ୍ନି ମା B. ମୂନ୍ନି ବାପା C. ମୂନ୍ନି D. ମୂନ୍ନା 33. ମାଟିମା ଠାରୁ କଣ ନେଇ ନିଜ ଛାତି କୁ ନିଦା କରିବାକୁ କବି କହିଛନ୍ତି ? A. ଅମାପ ଧୈର୍ଯ୍ୟ B. ଅମାପ ଶକ୍ତିରୁ ଟିକିଏ ମାତ୍ର C. ଅମାପ ଶକ୍ତି D. ଅମାପ ଧୈର୍ଯ୍ୟରୁ ଟିକିଏ ମାତ୍ର 34. " ଜାଗବନ୍ଧନହରା " କବିତାରେ ମରୁ ପଥରେ କବି କଣ ସୃଷ୍ଟି କରିବାକୁ କହିଛନ୍ତି ? A. ନଦୀ B. ଝରଣା C. ନାଳ D. ତଟିନୀ 35. କବିତାରେ ତିମିର ବିଦ୍ୱଂଶି ବୋଲି କାହାକୁ କୁହା ଯାଇଛି ? A. ରବି B. ଉଷା C. ଅନୁକମ୍ପା D. ତମସା 36. କବିତାରେ ବାଲ୍ମୀକି ଆଶ୍ରମର ଧାତ୍ରୀ ବୋଲି କାହାକୁ କୁହା ଯାଇଛି ? A. ତମସା B. ସତୀ ସୀତା C. ଅନୁକମ୍ପା D. ଉଷାରାଣୀ 37. ମୀନଜୀବମାନେ ଭାଲେରି ଶିଖରରେ କଣ ଦେଖି କୂଳକୁ ଫେରି ଆସନ୍ତି ? A. କୁଆଁତାରା B. ସନ୍ଧ୍ୟା ତାରା C. ଚନ୍ଦ୍ର D. ସୂର୍ଯ୍ୟ 38. ଶୁକ, ସାରଣ କେଉଁ ରୂପଧରି ଆକାଶ ରେ ଉଡି ଉଡ଼ି ଗଲେ ? A. ହଂସ B. ବର୍ତକ C. ବଗ D. ଗେନଡ଼ାଳୀୟା 39. ସେତୁ ନିର୍ମାଣ ପାଇଁ ରାମଚନ୍ଦ୍ର କେଉଁ ଦେବତାଙ୍କୁ ପ୍ରସନ୍ନ କରିବାକୁ ଅନଶନ କଲେ ? A. ଅଗ୍ନି B. ପବନ C. ବରୁଣ D. କୁବେର 40. ପାଞ୍ଚଗୋଟି ଶିଶୁଙ୍କ କଟା ମୁଣ୍ଡ ଦେଖି ଦୁର୍ଯ୍ୟୋଧନ ଦୁଃଖ କଲେ କାହିଁକି? A. ବଂଶ ଲୋପ ହୋଇଯିବାରୁ B. ନିଜ ପୁତ୍ର କଥା ମନେ ପଡ଼ିବାରୁ C. ଅନ୍ୟ କାରଣ ପାଇଁ D. ପାଣ୍ଡବ ଶତ୍ରୁତା କରିବାରୁ 41. ଗୋପାଳଚନ୍ଦ୍ର ପ୍ରହରାଜ ଙ୍କର କେଉଁ କୃତିଟି ଓଡ଼ିଆ ଭାଷାର କଳା କୋଣାର୍କ ? A. ଭାଗବତ ଟୁଙ୍ଗିରେ ସନ୍ଧ୍ୟା B. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ C. ଆମ ଘରର ହାଲଚାଲ D. ବାଇ ନାନୀଙ୍କ ବିଜୁଳି 42. ଗୋପାଳଚନ୍ଦ୍ର ପ୍ରହରାଜ ଙ୍କର କେଉଁ କୃତିଟି ଓଡ଼ିଆ ଭାଷାର କଳା କୋଣାର୍କ ? A. ଭାଗବତ ଟୁଙ୍ଗିରେ ସନ୍ଧ୍ୟା B. ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ C. ଆମ ଘରର ହାଲଚାଲ D. ବାଇ ନାନୀଙ୍କ ବିଜୁଳି 43. କେଉଁଠି କାହ୍ନୁଚରଣ ଙ୍କ ରଚନା ନୁହଁ ? A. ପଳାତକ B. ଶାସ୍ତି C. ମାଟି ମଟାଳ D. ଝଂଜା 44. ଶ୍ରୀରାମକୃଷ୍ଣ ନରେନ୍ ଙ୍କ ଠାରୁ ବିଦାୟ ନେବା ପୂର୍ବରୁ ତାଙ୍କୁ କଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ? A. ଜଗତ ବାସୀଙ୍କୁ ଭାଷଣ ଦେବାକୁ B. ଜଗତର କଲ୍ୟାଣ ସାଧନ କରିବାକୁ C. ଜଗତରେ ଧର୍ମ ପ୍ରଚାର କରିବାକୁ D. ଜଗତ ପରିଭ୍ରମଣ କରିବାକୁ 45. ସାରା ଭାରତ ବର୍ଷରେ ଘୁରିବୁଲି ବିବେକାନନ୍ଦ କେଉଁଠାରେ ପହଁଚିଲା ବେଳକୁ କ୍ଳାନ୍ତ ହୋଇ ପଡ଼ିଥିଲେ ? A. ଚିକାଗୋ B. କନ୍ୟାକୁମାରୀ C. ମାଡ୍ରାସ D. ରାମେଶ୍ବର 46. ଗଣତନ୍ତ୍ର ର ମୂଳମନ୍ତ୍ର ହେଇଛି A. ଶିକ୍ଷା B. ବିଦେଶୀ ଭାଷା C. ଆଞ୍ଚଳିକ ଭାଷା D. ଇଂରାଜୀ ଭାଷା 47. ନିଜକୁ ପ୍ରକାଶ କରିବା ପାଇଁ ଯେଉଁ ଭାଷା ସବୁଠୁ ସହଜ ଓ ସ୍ଵାଭାବିକ ମାଧ୍ୟମ ? A. ବିଦେଶୀ ଭାଷା B. ମାତୃଭାଷା C. ଓଡ଼ିଆ ଭାଷା D. ଇଂରାଜୀ ଭାଷା 48. ପ୍ରାଚୀନ ଭାରତୀୟ ସଭ୍ୟତାର ଆଦର୍ଶ କଣ ଥିଲା ? A. ବୈଷୟିକ ଉନ୍ନତି ଓ ଭୋଗ B. ତ୍ୟାଗ ଓ ଆତ୍ମ ସଞ୍ଜମ C. ନୈତିକ ଉନ୍ନତି ଓ ଜ୍ଞାନ ଆହରଣ D. ସଂଜମ ଓ ବ୍ରହ୍ମଚର୍ଯ୍ୟ ପାଳନ 49. ପ୍ରାଚୀନ ଭାରତୀୟ ସଭ୍ୟତାର ଆଦର୍ଶ କଣ ଥିଲା ? A. ବୈଷୟିକ ଉନ୍ନତି ଓ ଭୋଗ B. ତ୍ୟାଗ ଓ ଆତ୍ମ ସଞ୍ଜମ C. ନୈତିକ ଉନ୍ନତି ଓ ଜ୍ଞାନ ଆହରଣ D. ସଂଜମ ଓ ବ୍ରହ୍ମଚର୍ଯ୍ୟ ପାଳନ 50. ଆଜିକାଲି ସାର ମାଉସୀ ଲେଖକ ଙ୍କୁ ଗାଁରେ ଦେଖି କଣ ପଚାରୁଛି ? A. କେବେ ଆସିଲା ବାବୁ ? B. କେବେ ଆସିଲୁ ବାପା ? C. କେବେ ଆସିଲ ସାର୍ ? D. କେବେ ଆସିଲୁ ପୁଅ? Your score is The average score is 0% 0%