All Exams Sathi

Odisha HSC EXAMINATION (ODIA) 2024

 

1. କେଉଁଟି ଶୁଦ୍ଧ ଶବ୍ଦ?

2. ଅନ୍ୟ ବର୍ଣ୍ଣର ସାହାଯ୍ୟ ନନେଇ ଉଚ୍ଚାରିତ ହେଉଥିବା ବର୍ଣ୍ଣକୁ ———- କୁହାଯାଏ ?

3. ସଠିକ୍ ବାକ୍ୟାଟି ବାଛ ।

4. ଶୁଦ୍ଧ ବନାନ ଥିବା ଶବ୍ଦ ଦୁଇଟି ବାଛ

5. “ମେଘ” ର ପ୍ରତିଶବ୍ଦ କେଉଁଟି?

6. “ଦେଶକେ ଫାଙ୍କ୍ ନଈକେ ବାଙ୍କ୍ ” ଲୋକବାଣୀ ର ଅର୍ଥ କ’ ଣ ?

7. ପୂତ ଶବ୍ଦ ର ଅର୍ଥ  କଣ?

8. “ଦିନ” ଶବ୍ଦ ର  ଅର୍ଥ କଣ?

9. ‘ଓର ଉଣ୍ଡିବା’ – ଏହି ଅର୍ଥ ବୁଝାଉଥିବା ରୂଢିଟି କେଉଁଟି ?

10. ‘କଣ୍ଟାକୁ କଣ୍ଟାରେ କାଢ଼ିବା’ – ଏହି ରୂଢିର ଅର୍ଥ କଣ?

11. ‘ଆଖିଦେବା’ – ରୂଢିଟିର ଅର୍ଥ କେଉଁଟି ?

12. ଜନ୍ମରୁ ଚତୁର - ଅର୍ଥ ପ୍ରକାଶ କରୁଥିବା ରୂଢି ଟି ବାଛ ?

13. ଅଲଣା କଥା - ଏହା କି ପ୍ରକାର ରୂଢି ?

14. ନିମ୍ନୋକ୍ତ ମଧ୍ୟରୁ କେଉଁଠି ଷତ୍ଵବିଧିର ନିୟମ ଅଟେ ?

15. ପଦ ମଧ୍ୟରେ ' ନ ' ସ୍ଥାନରେ ' ଣ ' ରହିବାକୁ କଣ କୁହାଯାଏ ?

16. ଏକ ପଦରେ ପ୍ରକାଶ କର - ଜାଣିବାକୁ ଇଚ୍ଛା ଥିବା ବ୍ୟକ୍ତି ?

17. ମାଆ ରାନ୍ଧୁଛନ୍ତି- ଏହା କି ପ୍ରକାର ବାକ୍ୟ?

18. ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧ କୁ କଣ କୁହାଯାଏ ?

19. ଚତୁର ଲୋକ ସବୁଠାରେ ଜିତନ୍ତୀ l ଏଠାରେ ଚତୁର କି ପଦ?

20. ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ କିଏ ନ ଜାଣେ? ଏହା କି ପ୍ରକାର ବାକ୍ୟ ?

21. ନିରପେକ୍ଷ – ବିପରୀତ ଶବ୍ଦ ଚିହ୍ନଟ କର?

22. ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ କି ବାକ୍ୟ କୁହାଯାଏ ?

23. ଗୋଟିଏ ମାତ୍ର ସମାପିକା କ୍ରିୟା ଥିବା ବାକ୍ୟକୁ କି ବାକ୍ୟ କୁହାଯାଏ ?

24. ଏ ବାରଷ ବଢେଇ ଦାୟ ନା ପୁଅରେ ଡାୟ - ଏ କଥା ବିଶୁ ମହାରଣା କୁ କିୟ ପଚାରିଛନ୍ତି ?

25. ଶାମ୍ବ କେଉଁ ଦେବତାକୁ ପୂଜା କରି ଦୁରାରୋଗ୍ୟ କୁଷ୍ଠ ବ୍ୟାଧି ରୁ ମୁକ୍ତ ହୋଇଥିଲେ ?

26. ଦେବତା ମାନଙ୍କୁ କିଏ ମହା ଅପମାନ ଓ ଦୁଃଖରୁ ରକ୍ଷା କରିଛନ୍ତି ?

27. ପଠିତ ଏକାଙ୍କିକା ରେ " ଧର୍ମର ଜୟ ସୁନିଶ୍ଚିତ " ତା ନ ହୋଇଥିଲେ ଆମର ଅସ୍ଥିତ୍ୟ ନଥାନ୍ତା, ଏହି କଥା କିଏ କହିଛନ୍ତି?

28. ବରଗଛ କୁ କାହାର ପ୍ରତୀକ ରୂପେ ଗାଳ୍ପିକ ଗ୍ରହଣ କରିଛନ୍ତି ?

29. ଆପଣ କଣ ଇତିହାସ ପୁରୁଷ l ଏକଥା କିଏ କହିଛନ୍ତି ?

30. କଳିଙ୍ଗର ରାଜା ଅସୁସ୍ଥ ହେତୁ ତାଙ୍କ ଅନୁପସ୍ଥିତିରେ କାହାକୁ ରାଜ୍ୟର ଦାୟିତ୍ଵ ଦେବାକୁ ସେ ସମ୍ବାଦ ପଠାଇ ଥିଲେ ?

31. କାରଖାନାର ଫାଳେ ଏକାଥରେ ଭୁଶୁଡ଼ି ପଡ଼ିଛି, ଏକଥା ଜୟଦେବ ବାବୁ କାହାକୁ କହିଛନ୍ତି ?

32. ମଣିଷ ମାନେ କେଉଁ ପିଞ୍ଜରା ରେ ବନ୍ଦ୍ ହୋଇଛନ୍ତି ଆଉ ତାଙ୍କୁ କିଏ ବନ୍ଦୀ କରିଛି - ଏହି ପ୍ରଶ୍ନଟି କାହାର ?

33. ମାଟିମା ଠାରୁ କଣ ନେଇ ନିଜ ଛାତି କୁ ନିଦା କରିବାକୁ କବି କହିଛନ୍ତି ?

34. " ଜାଗବନ୍ଧନହରା " କବିତାରେ ମରୁ ପଥରେ କବି କଣ ସୃଷ୍ଟି କରିବାକୁ କହିଛନ୍ତି ?

35. କବିତାରେ ତିମିର ବିଦ୍ୱଂଶି ବୋଲି କାହାକୁ କୁହା ଯାଇଛି ?

36. କବିତାରେ ବାଲ୍ମୀକି ଆଶ୍ରମର ଧାତ୍ରୀ ବୋଲି କାହାକୁ କୁହା ଯାଇଛି ?

37. ମୀନଜୀବମାନେ ଭାଲେରି ଶିଖରରେ କଣ ଦେଖି କୂଳକୁ ଫେରି ଆସନ୍ତି ?

38. ଶୁକ, ସାରଣ କେଉଁ ରୂପଧରି ଆକାଶ ରେ ଉଡି ଉଡ଼ି ଗଲେ ?

39. ସେତୁ ନିର୍ମାଣ ପାଇଁ ରାମଚନ୍ଦ୍ର କେଉଁ ଦେବତାଙ୍କୁ ପ୍ରସନ୍ନ କରିବାକୁ ଅନଶନ କଲେ ?

40. ପାଞ୍ଚଗୋଟି ଶିଶୁଙ୍କ କଟା ମୁଣ୍ଡ ଦେଖି ଦୁର୍ଯ୍ୟୋଧନ ଦୁଃଖ କଲେ କାହିଁକି?

41. ଗୋପାଳଚନ୍ଦ୍ର ପ୍ରହରାଜ ଙ୍କର କେଉଁ କୃତିଟି ଓଡ଼ିଆ ଭାଷାର କଳା କୋଣାର୍କ ?

42. ଗୋପାଳଚନ୍ଦ୍ର ପ୍ରହରାଜ ଙ୍କର କେଉଁ କୃତିଟି ଓଡ଼ିଆ ଭାଷାର କଳା କୋଣାର୍କ ?

43. କେଉଁଠି କାହ୍ନୁଚରଣ ଙ୍କ ରଚନା ନୁହଁ ?

44. ଶ୍ରୀରାମକୃଷ୍ଣ ନରେନ୍ ଙ୍କ ଠାରୁ ବିଦାୟ ନେବା ପୂର୍ବରୁ ତାଙ୍କୁ କଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ?

45. ସାରା ଭାରତ ବର୍ଷରେ ଘୁରିବୁଲି ବିବେକାନନ୍ଦ କେଉଁଠାରେ ପହଁଚିଲା ବେଳକୁ କ୍ଳାନ୍ତ ହୋଇ ପଡ଼ିଥିଲେ ?

46. ଗଣତନ୍ତ୍ର ର ମୂଳମନ୍ତ୍ର ହେଇଛି

47. ନିଜକୁ ପ୍ରକାଶ କରିବା ପାଇଁ ଯେଉଁ ଭାଷା ସବୁଠୁ ସହଜ ଓ ସ୍ଵାଭାବିକ ମାଧ୍ୟମ ?

48. ପ୍ରାଚୀନ ଭାରତୀୟ ସଭ୍ୟତାର ଆଦର୍ଶ କଣ ଥିଲା ?

49. ପ୍ରାଚୀନ ଭାରତୀୟ ସଭ୍ୟତାର ଆଦର୍ଶ କଣ ଥିଲା ?

50. ଆଜିକାଲି ସାର ମାଉସୀ ଲେଖକ ଙ୍କୁ ଗାଁରେ ଦେଖି କଣ ପଚାରୁଛି ?

Your score is

The average score is 0%

0%

Scan the code