All Exams Sathi

Odisha HSC EXAMINATION (Mathematics) 2024

1. 10 ସେ.ମି. ବ୍ୟାସାଦ୍ଧ ବିଶିଷ୍ଟ ଗୋଟିଏ ବୃତ୍ତରେ ଏକ ଜ୍ୟା ବୃତ୍ତର କେନ୍ଦ୍ରରୁ 6 ସେ.ମି. ଦୂରରେ ଜ୍ୟାର ଦର୍ଘ୍ୟ..............
A chord is at a distance of 6 cm from the centre of a circle of radius 10 cm. Then the length of the chord is ......

2. ଗୋଟିଏ ବୃତ୍ତର ଏକ ଜ୍ୟା, ବୃତ୍ତର ବ୍ୟାସାଦ୍ଧର √2 ଗୁଣ ହେଲେ ବୃତ୍ତର ସଂପୃକ୍ତ କ୍ଷୁଦ୍ରଚାପର ଡିଗ୍ରୀ ପରିମାପ
If the length of chord of a circle is √2 times of its radius, then the degree measure of the minor arc is
(A) 30°
(B) 45°
(C) 60°
(D) 90°

3. ΔABC ରେ ∠A ର ସମଦ୍ବିଖଣ୍ଡକ BC କୁ D ବିନ୍ଦୁରେ ଛେଦ କରେ । ΔABD ର କ୍ଷେତ୍ରଫଳ ଓ ΔACD ର କ୍ଷେତ୍ରଫଳର ଅନୁପାତ
In ΔABC the bisector of ∠A intersects BC at D. Then the ratio of area of ΔABD and area of ΔACD is

4. ABCD ଚତୁର୍ଭୁଜର ଶୀର୍ଷବିନ୍ଦୁଗୁଡ଼ିକର ସ୍ଥାନାଙ୍କ A(0,0), B(2,0), C (2,2) ଏବଂ D(0,2) ହେଲେ ଚତୁର୍ଭୁଜଟି ଏକ...............

5. ‘a’ ର କେଉଁ ମାନ ପାଇଁ P(3,a) ଏବଂ Q(4,1) ବିନ୍ଦୁ ମଧ୍ୟରେ ଦୂରତା √10 ଏକକ ହେବ ?
For what value of 'a', the distance between the points P(3,a) and Q(4,1) is √10 unit?
(A) 4
(B)-3
(C) 2
(D) 0

6. AABC ର ଶୀର୍ଷବିନ୍ଦୁତ୍ରୟର ସ୍ଥାନାଙ୍କ A(3,0), B(0,3) ଓ C(3,3) ହେଲେ AABC କ୍ଷେତ୍ରଫଳ ବର୍ଗ ଏକକ............ ।
What is the Area of the triangle having vertices A(3,0), B(0,3) and C(3,3). in square unit ?

7. A(3,–6) ଓ B(-2, –1) । ĀB କୁ 3 : 2 ଅନୁପାତରେ ଅନ୍ତର୍ବିଭକ୍ତ କରୁଥିବା P ବିନ୍ଦୁର ସ୍ଥାନାଙ୍କ
The co-ordinates of point A and B are A(3,-6) and B(-2, -1). The co-ordinates of P dividing AB in the ratio 3:2 is

8. ΔABC ର ଶୀର୍ଷବିନ୍ଦୁତ୍ରୟର ସ୍ଥାନାଙ୍କ A (3,4), B(0,0) ଏବଂ C(6,0) ହେଲେ ମଧ୍ୟମା AD ର ଦୈର୍ଘ୍ୟ
If the vertices of ∆ABC are A (3,4), B(0,0), and C(6,0); then the length of median AD is .

9. ଗୋଟିଏ କୋନ୍‌ର ଭୂମିର ବ୍ୟାସାଦ୍ଧ ଏବଂ ବକ୍ର ଉଚ୍ଚତା ଯଥାକ୍ରମେ ସେ.ମି. ଏବଂ l ସେ.ମି. ହେଲେ, ଏହାର ସମଗ୍ର ପୃଷ୍ଠତଳର କ୍ଷେତ୍ରଫଳ କେତେ ବର୍ଗ ସେ.ମି. ?
If the radius of the base and slant height of a cone is r 2 cm and e cm respectively, then the total surface area of the cone in square cm. is

10. ଦୁଇଟି ଗୋଲକର ଆୟତନର ଅନୁପାତ 64:27 ହେଲେ, ସେମାନଙ୍କର ବ୍ୟାସର ଅନୁପାତ
If the ratio of the volumes of two spheres is 64:27 then the ratio of their diameters is

11. ଯଦି ଗୋଟିଏ ବୃତ୍ତରେ ଏକ ଚାପର ଡିଗ୍ରୀ ପରିମାପ ୨୦° ହୁଏ, ତେବେ ଚାପ ଏବଂ ବୃତ୍ତର ପରିଧୂର ଅନୁପାତ
If the degree measure of an arc of a circle is 90°, then the ratio of the arc to its circumference is

12. ଗୋଟିଏ ତ୍ରିଭୁଜାକୃତି ଭୂମି ବିଶିଷ୍ଟ ପ୍ରିଜିମ୍‌ର ଭୂମିର କ୍ଷେତ୍ରଫଳ 30 ବର୍ଗ ସେ.ମି. ଏବଂ ଆୟତନ 150 ଘନ ସେ.ମି ହେଲେ ପ୍ରିଜମ୍‌ର ଉଚ୍ଚତା...
The triangular base area of a prism is 30cm². If the volume of the prism is 150 cm³, then its height is

13. 43. ଗୋଟିଏ ବୃତ୍ତକଳାର କ୍ଷେତ୍ରଫଳ, ସଂପୂର୍ଣ୍ଣ ବୃତ୍ତର କ୍ଷେତ୍ରଫଳର 5 ଟୁ ଅଂଶ ହେଲେ ବୃତ୍ତକଳାର 18 ଚାପର ଡିଗ୍ରୀ ପରିମାପ
If the area of a sector of a circle is parts of the area of the circle then, 18 the degree measure of the arc of the sector is 5

14. ଗୋଟିଏ ଗୋଲକର ପୃଷ୍ଠତଳର କ୍ଷେତ୍ରଫଳ 154 ବ.ସେ.ମି. ହେଲେ ଏହାର ବ୍ୟାସାର୍ଦ୍ଧ ସେ.ମି.ରେ..................... (π=22/7)
If the surface area of a sphere is 154 cm² then, the radius of the sphere ..................cm (π=22/7)

15. ଗୋଟିଏ ସିଲିଣ୍ଡରାକୃତି ସ୍ତମ୍ଭର ପୃଷ୍ଠତଳର କ୍ଷେତ୍ରଫଳ 264 ବ.ମି. ଏବଂ ଆୟତନ 924 ଘ.ମି. ହେଲେ, ସ୍ତମ୍ଭର ଭୂମିର ବ୍ୟାସ
The curved surface area of a cylindrical pillar is 264 m². If the volume of the pillar is 924 m³ then, diameter of the base is

16. (1+tan15°) (1+tan30°) ର ମାନ
The value of (1+tan15°) (1+tan30°) is .

17. cos(480+0). cos(12°-0) - sin 48°+0) . sin (1200) 2 ศร
The value of cos(480+0) . cos(12° – Ө) - sin 480+0) . sin (12° 0) θ is ..I
(A) 1
(B)-1/ 2
(C) √3 2
(D)- √3 2

18. sin162° + cos153°/cos72° - cos27° ର ମାନ
The value of sin162° + cos153°/cos72° - cos27° is

19. cosec² (97° + α) – cot² (83° – α) ର ମାନ
The value of cosec² (97° + α) - cot² (83° – a) is

20. ଗୋଟିଏ ଅଟ୍ଟାଳିକାର ପାଦଦେଶରୁ x ମି. ଦୂରରେ ଏକ ବିନ୍ଦୁରୁ ଅଟ୍ଟାଳିକାର ଶୀର୍ଷର କୌଣିକ ଉନ୍ନତିର ପରିମାଣ 30° ହେଲେ ଅଟ୍ଟାଳିକାର ଉଚ୍ଚତା
The angle of the elevation of the top of the tower from a point x m. away from the tower is 30°. Then the height of the tower is..

21. ଗୋଟିଏ ବାରମ୍ବାରତା ବିତରଣ ସାରଣୀରୁ ମିଳିଥିବା ତଥ୍ୟ ଅନୁଯାୟୀ Σf₁d₁ = -50, Σf₁= 200 ଏବଂ ଆରମ୍ଭ ବିନ୍ଦୁ A = 62.5. ହେଲେ ତଥ୍ୟାବଳୀର ମାଧ୍ଯମାନ..............
11 1 For a given frequency distribution Σf₁d₁ = -50, Σf₁= 200 and assumed mean A = 62.5. Then the mean of the frequency distribution is .........
(A) 62.25
(B) 64.45
(C) 61.2
(D) 61.5

22. ଗୋଟିଏ ବାରମ୍ବାରତା ବିତରଣ ସାରଣୀରେ ଚତୁର୍ଥ ସମ୍ଭାଗର ରାଶିକୃତ ବାରମ୍ବାରତା 25 ଏବଂ ଚତୁର୍ଥ ସଂଭାଗର ବାରମ୍ବାରତା 10 ହେଲେ, ତୃତୀୟ ସଂଭାଗର ରାଶିକୃତ ବାରମ୍ବାରତା
For a given frequency distribution, the cumulative frequency of the fourth class is 25 and the frequency of the fourth class is 10. Then the cumulative frequency of the third class is ...........
(A) 32
(B) 22
(C) 20
15

23. ଗୋଟିଏ ତଥ୍ୟାବଳୀର ମାଧ୍ଯମାନ = ଗରିଷ୍ଠକ -3 ଏବଂ ମଧ୍ୟମା = 22 ହେଲେ, ମାଧ୍ଯମାନ =
If mean = mode - 3 and median = 22 of given data then mean =
(A) 19
(B) 21
(C) 24
(D) 23

24. ଦଶଗୋଟି ଲବ୍‌ଧାଙ୍କର ମାଧ୍ଯମାନ 15.7 | ଯଦି 19 ଲବ୍‌ଧାଙ୍କକୁ ଦତ୍ତ ତଥ୍ୟାବଳୀ ସହ ସାମିଲ କରାଯାଏ ତେବେ ନୂତନ ମାଧ୍ଯମାନ
The mean of 10 observations is 15.7. If a new observation 19 is included, then new mean is
(A) 17.6
(B) 16
(C) 13.8
) 34.7

25. ଦୁଇଟି ଲୁଡୁଗୋଟିକୁ ଗୋଟିକ ପରେ ଗୋଟିଏ ଗଡ଼ାଇଲେ ଦୁଇ ଲୁଡୁ ଗୋଟିରେ ମୌଳିକ ସଂଖ୍ୟା ଆସିବାର ସମ୍ଭାବ୍ୟତା
Two balanced dice are rolled simultaneously. Then the probability that the numbers coming on both the dice are prime is .........

26. ଗୋଟିଏ ଅପ୍ରବଣ ମୁଦ୍ରାକୁ ତିନିଥର ଟସ୍ କଲେ ସମ୍ଭାବ୍ୟ ଫଳାଫଳ ସଂଖ୍ୟା
An unbiased coin is tossed thrice. Then the number of total outcomes is
(A) 2
(B) 4
(C) 6
(D) 8

27. k ଏକ ଘଟଣା ହେଲେ, k ର ସମ୍ଭାବ୍ୟତା P(k)
The probability of the event k is

28. 'A' ଏକ ଘଟଣା ପାଇଁ P(A) : P(A) = 3:4 ହେଲେ P(A) .............I
If 'A' is an event and P(A) : P(A) = 3:4 the P(A) =........I

29. ଯଦି ଗୋଟିଏ A.P. ର Sn=2n² + 3n ହୁଏ ତେବେ A.P. ର ସାଧାରଣ ଅନ୍ତର.....................|
If Sn of an A.P. is 2n² + 3n then the common difference of the A.P. is

30. 8, 11, 14, 17....A.P. ର କେଉଁ ପଦ ଟି 272 ?
Which term of the A.P. 8, 11, 14, 17........ is 272?

31. ଯଦି 3, 5, 7, 9,.................. A.P. ର n ସଂଖ୍ୟକ ପଦର ଯୋଗଫଳ 288 ହୁଏ ତେବେ n=..................|
If S of an A.P. 3, 5, 7, 9, is 288 then n =...............|

32. ଯଦି 2k + 1, 13 ଓ 5k-3 ଏକ A.P. ର କ୍ରମିକ ପଦ ହୁଅନ୍ତି, ତେବେ k =............|
If 2k + 1, 13 and 5k-3 are three consecutive terms of an A.P. then k =............|

33. ‘k’ ର କେଉଁ ମାନ ପାଇଁ kx² – 4x – 4 = 0 ର ପ୍ରଭେଦକ 64 ହେବ ?
For which value of 'k' the discriminant of kx² - 4x4 = 0 is 64?

34. 3x²-x-2 = 0 ସମୀକରଣର ବୀଜଦ୍ଵୟ α ଓ β ହେଲେ α¯¹ + β¯¹ ର ମାନ
If α and β are the roots of the quadratic equation 3x²-x-2 = 0 then the value of α¯¹ + β¯¹

35. 5x² –6x+1=0 ଦ୍ବିଘାତ ସମୀକରଣର ବୀଜଦ୍ଵୟର ସ୍ଵରୂପ କ’ଣ ?
What is the nature of the roots of the quadratic equation 5x²-6x+1=0?

36. x² + ax – 8 = 0 ଦ୍ବିଘାତ ସମୀକରଣର ଗୋଟିଏ ବୀଜ ‘4’ ହେଲେ, ‘a’ ର ମାନ କେତେ ?
If '4' is a root of the quadratic equation x² + ax -8 = 0, then the value of 'a'

37. ‘k’ର କେଉଁ ମାନ ପାଇଁ 3x + ky – 9 = 0 ଏବଂ x + 2y –3 = 0 ସହ–ସମୀକରଣଦ୍ଵୟ ସଂଗତ ଏବଂ ନିର୍ଭରଶୀଳ ହେବେ ?
For which value of 'k' the simultaneous equations 3x + ky - 9 = 0 and x + 2y -3 = 0 are consistent and independent ?

38. x ଓ y ଯଥାକ୍ରମେ ଗୋଟିଏ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାର ଏକକ ଏବଂ ଦଶକ ସ୍ଥାନୀୟ ଅଙ୍କ । ଯଦି ସଂଖ୍ୟାଟି ଅଙ୍କଦ୍ଵୟର ସମଷ୍ଟିର 3 ଗୁଣ ହୋଇଥାଏ, ତେବେ
The unit's and ten's place digit of a two digit number is x and y respectively. If the number is three times the sum of the digits of the number then

39. x + y –1 = 0 ଏବଂ 2x + 2y = 2 ସହ ସମୀକରଣ ଦ୍ଵୟର ସମାଧାନ ସେଟ୍, ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
Which is the solution set of the simultaneous equations x+y-1 = 0 and 2x+2y = 2 from the following?

40. 2x+3y = 7 ଏବଂ 3x + 2y = 3 ସହ ସମୀକରଣଦ୍ଵୟର ସମାଧାନରୁ x – y କେତେ ?
From the solutions of simultaneous equations 2x+3y = 7 and 3x + 2y = 3, what is the value of x - y ?

Your score is

The average score is 0%

0%

Scan the code