All Exams Sathi

Odisha HSC EXAMINATION (History & Geography) 2024

1. ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧୂବେଶନରେ କିଏ ସଭାପତିତ୍ୱ କରିଥିଲେ ?

2. ସାଇମନ୍ କମିଶନ୍ ଭାରତର କେଉ ସହରରେ ପହଞ୍ଚିଲା ?

3. ର୍ମିଆମାର ର ରାଜଧାନୀ ୟାଗନ୍ ର ପୂର୍ବ ନାମ କ’ଣ ?
What was the previous name of Yangun, the capital of Myanmar ?

4. ନିମ୍ନୋକ୍ତ ମଧରୁ କେଉଁଟି ନିର୍ବାଚନ ଅଧୁକାରୀଙ୍କର କାର୍ଯ୍ୟ ପରିସରଭୁକ୍ତ ନୁହେଁ ?
Which does not come under the purview of Election Commissioner ?

5. ପ୍ରଥମ ଭାରତ ପାକିସ୍ତାନ ଯୁଦ୍ଧ କେବେ ହୋଇଥୁଲା ? When did the first Indo-Pack war held ?

6. ସିମଳା ରାଜିନାମା କେଉଁ ଦୁଇଟି ଦେଶ ମଧ୍ୟରେ ହୋଇଥୁଲା ?
In which two contries Simla agreement was signed ?

7. କେଉଁ ମସିହା ରେ ଭାରତ ପୋଖରାନ୍ ଠାରେ ତାର ପ୍ରଥମ ଆଣବିକ ଶକ୍ତି ପରୀକ୍ଷା କରିଥିଲା ?
When did India experiment the first atomic power test in Pokharan ?

8. ଭାରତର ବୈଦେଶିକ ନୀତି ର ଆଧାର କ’ଣ ଥୁଲା ?
What is the basis of Indian foreign policy?

9. ଭାରତ ଓ ଚୀନ ମଧ୍ୟରେ ଥୁବା ସୀମା ରେଖାର ନାମ କ’ଣ ?
What is the name of International boarder line between India & Chaina ?
(A)ମ୍ୟାକମିଲନ ଲାଇନ୍
(C)ମ୍ୟାକ୍ ଡୋନାଲଡ୍ ଲାଇନ୍
(B)ମ୍ୟାକ୍ ମୋହନ ଲାଇନ୍
(D)ୟ୍ଯାଡ୍‌କ୍ଲିଫ ଲାଇନ୍

10. ଓଡ଼ିଶାର ମୋଟ କେତେ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି ?
How many members are elected from Odisha to Lok-sabha ?
(A)୨୧ ବର୍ଷ
(C)୧୯ ବର୍ଷ
(B)90
(D)er a

11. ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସସୀମା କେତେ ବର୍ଷ ?
What is the minimum age of a Voter in India?
(A)୨୧ ବର୍ଷ
(C)୧୯ ବର୍ଷ
(B)90
(D)er

12. ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓଡ଼ଶାରେ କେଉଁଠି ଅଛି ?
Where is the National Science Education & Research center in Odisha ?

13. ହୀରାକୁଦ ନଦୀବନ୍ଧ ଯୋଜନା କାହା ଦ୍ବାରା କାର୍ଯ୍ୟକାରୀ ହୋଇଥୁଲା ?
By which authority Hirakud River Dam project was worked out ?

14. କେଉଁଟି ଓଡ଼ିଶାର ପ୍ରଥମ ସୁସଂଗଠିତ ରାଜନୀତିକ ଅନୁଷ୍ଠାନ ?
Which was the first political organised institution in Odisha ?

15. ଉତ୍କଳ ସମ୍ମିଳନୀର ପ୍ରଥମ ଅଧୁବେଶନରେ କିଏ ପ୍ରଥମ ସଂପାଦକ ଥୁଲେ ?
Who was the first Secretary of Utkala Sammilani in first meeting ?

16. କିଏ “ବୋଧ ଦାୟିନୀର” ସମ୍ପାଦକ ଥିଲେ ?
Who was the Editor of the Bodhadaini ?

17. କେବେ ଭାରତ ସ୍ବାଧୀନତା ଆଇନ୍ ବ୍ରିଟିଶ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିଲା ?
When did Indian Independent Act approve in British Parliament ?

18. କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଅଟ୍‌ଲି ଘୋଷଣା କରିଥିଲେ ?
By which date had Attlee declared to hand over the power to India ?

19. ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ୍‌ହିନ୍ଦ୍ ଫୌଜ ଗଠନ କରିଥିଲେ ?
Who had organised Indian National Army(Azadhind Fouj) before Subhash Bose ?
(A)ରାସବିହାରୀ ବୋଷ
(C)ଲକ୍ଷ୍ମୀ ସେହଗାଲ
(B)ସାହନଓ୍ବାଜ ଖାଁ
(D)ମୋହନ ସିଂ

20. ଭାରତଛାଡ ଆନ୍ଦୋଳନ ସମୟରେ ମହାତ୍ମାଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀକରି ରଖାଯାଇଥୁଲା ? Where was Gandhi put in jail during the period of Quit-India Movement ?
(A)ଅହମ୍ମଦ ନଗର
(C)ฮูด
(B)ନାଗପୁର
(D)ପାଟନା

21. କଂଗ୍ରେସ ଅଧୁବେଶନ ରେ କିଏ “ଭାରତ ଛାଡ” ପ୍ରସ୍ତାବ ଆଗତ କରିଥିଲେ ? Who had proposed quit-India in Congress session ?

22. କିଏ ଲକ୍ଷ୍ନୌଠାରେ ସାଇମନ କମିଶନକୁ ବିରୋଧ କରି ପୋଲିସ ଲାଠି ମାଡରେ ମୃତ୍ୟୁବରଣ କରିଥୁଲେ ?
Who had died by the English police in Lakhnow opposing Siman Commission ?

23. କେଉଁ ଅନୁଷ୍ଠାନ “ସ୍ବରାଜ୍ୟ ସମାଚାର” ପତ୍ରିକା ପ୍ରକାଶ କରୁଥୁଲା ?
Which organisation was publishing “Swarajya Samachara" ?
(A)ସ୍ବରାଜ ଆଶ୍ରମ
(C)ସ୍ବରାଜ ମନ୍ଦିର
(B)ସ୍ବରାଜ ସେବକ ସଂଘ
(D)ଉତ୍କଳ ସ୍ବରାଜ୍ୟ ଶିକ୍ଷା ପରିଷଦ

24. ସହରରେ ବାସ କରୁଥ‌ିବା ଯୁବକ ଯୁବତୀ ମାନଙ୍କର କର୍ମ ସଂସ୍ଥାନ ପାଇଁ କେଉଁ ଯୋଜନା ଭାରତ ରେ କାର୍ଯ୍ୟକାରୀ ହେଉଛି ?
Which project has carried out in India for the employment of young men & women in cities?

25. କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ?
Which is not associated with non-co-operation movement ?
(B)ସରକାରୀ କାର୍ଯ୍ୟାନୁଷ୍ଠାନ ବର୍ଜନ
(D)ଅସ୍ପୃଶ୍ୟତା ବର୍ଜନ
(C)ନିର୍ବାଚନ ବର୍ଜନ

26. ଗାନ୍ଧିଜୀ ବାରିଷ୍ଟରୀ ପଢିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ ?
when did Gandhiji start his journey to England for reading Bar at Law ?

27. ରାଓଲାତ ଆଇନ କେବେ ଗୃହୀତ ହୋଇଥୁଲା ? When was Riolat act applied?

28. ପ୍ରତିବର୍ଷ କେଉଁ ତାରିଖରେ ବିଶ୍ବଖାଉଟି ଅଧୁକାର ଦିବସ ପାଳନ କରାଯାଏ ?
On which day the world consumers rights day is observed every year?

29. ଶିଳ୍ପାନ୍ନତ ଦେଶମାନଙ୍କରେ କେଉଁ ପ୍ରକାର ବେକାରି ଅଧୁକ ଦେଖାଯାଏ ?
Which type of unemployment is found more in industrial developed countries ?

30. କେଉଁଟି ବିକଶିତ ଦେଶର ଲକ୍ଷଣ ନୁହେଁ ?
Which is not a characterstic of Developed county ?

31. ନିମ୍ନୋକ୍ତ ମଧ୍ୟରୁ ଭାରତର କେଉଁ ରାଜ୍ୟରେ ଗରିବ ଲୋକଙ୍କର ସଂଖ୍ୟା ଅଧୁକ ?
In which of the following states the number of poor people is maximum ?

32. ଆମ ଦେଶରେ କେତେଟି ଦ୍ରବ୍ୟକୁ ନେଇ ପାଇକାରୀ ଦରସୂଚକ ପ୍ରସ୍ତୁତ କରାଯାଇଛି ?
How many commodities are taken in to account to calculate the wholesale price index in out country?

33. ୨୦୦୧ ଜନଗଣନା ଅନୁଯାୟୀ ଆମ ଦେଶର ଶ୍ରମିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର କେତେ ପ୍ରତିଶତ ଥୁଲା ?
What was the percentage of labourers to the total population of our country as per the census 2001 ?

34. କେଉଁଟି ସେବା କ୍ଷେତ୍ରର ଅନ୍ତର୍ଭୁକ୍ତ ନୁହେଁ ?
Which one does not come under service sector ?
(A) ଭୂସଂସ୍କାର
(C) ดาดเ
(B) ଯୋଗାଯୋଗ
(D) ବାଣିଜ୍ୟ

35. କେଉଁଟି ଦରବୃଦ୍ଧିର କାରଣ ନୁହେଁ ?
Which is not the cause of price rise ?

36. ଖାଉଟି ଅଧୁକାର ପାଇଁ ପ୍ରଥମେ କେଉଁ ଦେଶରେ ଇସ୍ତାହାର ପ୍ରକାଶ ପାଇଥୁଲା ?
In which country the first pressnote regarding the consumer rights was published ?

37. ଭାରତର କେଉଁ ସଂସ୍ଥା ଦରବୃଦ୍ଧି ସମୟରେ ମୁଦ୍ରା ପ୍ରଚଳନକୁ ସଙ୍କୁଚିତ କରିଥାଏ ?
Which organisation in India does squeeze money circulation during price rise?

38. ବ୍ୟବହାର ଦୃଷ୍ଟିରୁ କେଉଁ ଶସ୍ୟଟି ଅନ୍ୟ ଗୁଡିକଠାରୁ ଭିନ୍ନ ?
According to the use which crop is different from others ?

39. In which place of Madhya Pradesh papers meant for printing currency
notes is manufactured ?

ମଧ୍ୟପ୍ରଦେଶର କେଉଁ ଜାଗାରେ ମୁଦ୍ରା ମୁଦ୍ରଣ ପାଇଁ ଉଦ୍ଦିଷ୍ଟ ନୋଟ୍ ପ୍ରସ୍ତୁତ କରାଯାଏ?

40. ଜନସଂଖ୍ୟା କମ୍ ଓ ଅଧୁକ ଚାଷ ଉପଯୋଗୀ ଜମିଥୁବା ବିସ୍ତୃତ ଅଞ୍ଚଳରେ କରାଯାଉଥୁବା କୃଷିକୁ କଣ ?
Farming in large aneas with more farm land and less population is known as....?

41. ନିମ୍ନୋକ୍ତ କେଉଁ ଫସଲଟି ଯେଦ ଋତୁରେ ହୁଏ ନାହିଁ ?
Which of the following crops is not produced in Zaid season ?

42. କେଉଁ ଶବ୍ଦ ଯୁଗ୍ମଟି ସଂପର୍କ ଦୃଷ୍ଟିରୁ ଭିନ୍ନ ?
Which of the following is not correctly paired?

43. କେଉଁ ଶିଳ୍ପରେ ମଜୁରୀଭୋଗି ଶ୍ରମିକ ନଥାନ୍ତି ?
Which of the following industries does not have paid labourers?

44. ନିମ୍ନୋକ୍ତ କେଉଁ ଖଣିଜଟି ମୋନାଜାଇଟ୍ ବାଲିରୁ ମିଳିଥାଏ ?
Which of the following minerals found in monozite sand ?
(A)!
(C)ୟୁରାନିୟମ୍
(B)ଖଣିଜ ତୈଳ
(D) ଥୋରିୟମ୍

45. କେଉଁ ଜାତୀୟ ପାର୍କଟି ହାତୀ ମାନଙ୍କ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ?
Which National Park is meant for protection of Elephant ?
(A)ମାନସ
(C)สาด
(B)ଚନ୍ଦକା
(D) କାଜିରଙ୍ଗା

46. କେଉଁ ଅରଣ୍ୟରେ ମୂଲ୍ୟବାନ ଶାଳ ଗଛ ଦେଖାଯାଏ ?
Valuabel Sal trees are found in which type of forests ?

47. ତମ୍ବା କେଉଁ ପ୍ରକାରର ସମ୍ବଳ ଅଟେ ?
Which type of resouce is copper ?

48. ବିଶ୍ବ ସଂରକ୍ଷଣ ସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ?
Where is the Headquaters of World Conservation Union situated?

Your score is

The average score is 0%

0%

Scan the code