Odisha HSC EXAMINATION (History & Geography) 2024 1. ‘ଉତ୍କଳ ସମ୍ମିଳନୀ’ର ପ୍ରଥମ ଅଧୂବେଶନରେ କିଏ ସଭାପତିତ୍ୱ କରିଥିଲେ ? A. ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ B. ଧନୁର୍ଜୟ ନାରାୟଣ ଭଞ୍ଜଦେଓ C. ଶ୍ରୀରାମ ଚନ୍ଦ୍ର ଭଞ୍ଜ D. ହରିହର ମର୍ଦ୍ଦରାଜ 2. ସାଇମନ୍ କମିଶନ୍ ଭାରତର କେଉ ସହରରେ ପହଞ୍ଚିଲା ? A. ଲାହୋର B. କୋଲ୍କାତା C. ଦିଲ୍ଲୀ D. ମୁମ୍ବାଇ 3. ର୍ମିଆମାର ର ରାଜଧାନୀ ୟାଗନ୍ ର ପୂର୍ବ ନାମ କ’ଣ ? What was the previous name of Yangun, the capital of Myanmar ? A. କାଲେମାୟୋ B. ଇସଲାମାବାଦ୍ C. ରେଙ୍ଗୁନ୍ D. ଢାକା 4. ନିମ୍ନୋକ୍ତ ମଧରୁ କେଉଁଟି ନିର୍ବାଚନ ଅଧୁକାରୀଙ୍କର କାର୍ଯ୍ୟ ପରିସରଭୁକ୍ତ ନୁହେଁ ? Which does not come under the purview of Election Commissioner ? A. ନିର୍ବାଚନ ପ୍ରଚାର B. ମତଗଣତି ପ୍ରକ୍ରିୟା C. ମତଦାନ ପ୍ରକ୍ରିୟା D. ଫଳାଫଳ ଘୋଷଣା 5. ପ୍ରଥମ ଭାରତ ପାକିସ୍ତାନ ଯୁଦ୍ଧ କେବେ ହୋଇଥୁଲା ? When did the first Indo-Pack war held ? A. 1962 B. 1972 C. 1999 D. 1965 6. ସିମଳା ରାଜିନାମା କେଉଁ ଦୁଇଟି ଦେଶ ମଧ୍ୟରେ ହୋଇଥୁଲା ? In which two contries Simla agreement was signed ? A. ଭାରତ ଓ ଚୀନ B. ଭାରତ ଓ ପାକିସ୍ତାନ C. ଭାରତ ଓ ଭୁଟାନ D. ଭାରତ ଓ ମିୟାଁମାର 7. କେଉଁ ମସିହା ରେ ଭାରତ ପୋଖରାନ୍ ଠାରେ ତାର ପ୍ରଥମ ଆଣବିକ ଶକ୍ତି ପରୀକ୍ଷା କରିଥିଲା ? When did India experiment the first atomic power test in Pokharan ? A. 1974 B. 2000 C. 1997 D. 1964 8. ଭାରତର ବୈଦେଶିକ ନୀତି ର ଆଧାର କ’ଣ ଥୁଲା ? What is the basis of Indian foreign policy? A. ଗୋଷ୍ଠି ନିରପେକ୍ଷତା B. ଗୋଷ୍ଠି ବିପକ୍ଷତା C. ଗୋଷ୍ଠି ସପକ୍ଷତା D. ଗୋଷ୍ଠିରୁ ନିବୃତ ରହିବା 9. ଭାରତ ଓ ଚୀନ ମଧ୍ୟରେ ଥୁବା ସୀମା ରେଖାର ନାମ କ’ଣ ? What is the name of International boarder line between India & Chaina ? (A)ମ୍ୟାକମିଲନ ଲାଇନ୍ (C)ମ୍ୟାକ୍ ଡୋନାଲଡ୍ ଲାଇନ୍ (B)ମ୍ୟାକ୍ ମୋହନ ଲାଇନ୍ (D)ୟ୍ଯାଡ୍କ୍ଲିଫ ଲାଇନ୍ A. ମ୍ୟାକମିଲନ ଲାଇନ୍ B. ମ୍ୟାକ୍ ଡୋନାଲଡ୍ ଲାଇନ୍ C. ମ୍ୟାକ୍ ମୋହନ ଲାଇନ୍ D. ୟ୍ଯାଡ୍କ୍ଲିଫ ଲାଇନ୍ 10. ଓଡ଼ିଶାର ମୋଟ କେତେ ଜଣ ସଭ୍ୟ ଲୋକସଭାକୁ ନିର୍ବାଚିତ ହୁଅନ୍ତି ? How many members are elected from Odisha to Lok-sabha ? (A)୨୧ ବର୍ଷ (C)୧୯ ବର୍ଷ (B)90 (D)er a A. ୨୧ ବର୍ଷ B. ୧୯ ବର୍ଷ C. 90 ବର୍ଷ D. ୧୮ ବର୍ଷ 11. ଭାରତରେ ଜଣେ ମତଦାତାଙ୍କର ସର୍ବନିମ୍ନ ବୟସସୀମା କେତେ ବର୍ଷ ? What is the minimum age of a Voter in India? (A)୨୧ ବର୍ଷ (C)୧୯ ବର୍ଷ (B)90 (D)er A. ୨୧ ବର୍ଷ B. ୧୯ ବର୍ଷ C. 90 ବର୍ଷ D. ୧୮ ବର୍ଷ 12. ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଓଡ଼ଶାରେ କେଉଁଠି ଅଛି ? Where is the National Science Education & Research center in Odisha ? A. କଟକ B. ରାଉରକେଲା C. ଭୁବନେଶ୍ବର D. ସୁନାବେଡା 13. ହୀରାକୁଦ ନଦୀବନ୍ଧ ଯୋଜନା କାହା ଦ୍ବାରା କାର୍ଯ୍ୟକାରୀ ହୋଇଥୁଲା ? By which authority Hirakud River Dam project was worked out ? A. କେନ୍ଦ୍ରୀୟ ଜଳ ଆୟୋଗ B. ଭାରତ ସରକାର C. ଓଡ଼ିଶା ରାଜ୍ୟ ସରକାର D. ରାଜ୍ୟ ଜଳ ଆୟୋଗ 14. କେଉଁଟି ଓଡ଼ିଶାର ପ୍ରଥମ ସୁସଂଗଠିତ ରାଜନୀତିକ ଅନୁଷ୍ଠାନ ? Which was the first political organised institution in Odisha ? A. ଗଞ୍ଜାମ ଜାତୀୟ ସଭା B. ଗଞ୍ଜାମ ଜାତୀୟ ସମିତି C. ଉତ୍କଳ ସଭା D. ଉତ୍କଳ ସମ୍ମିଳନୀ 15. ଉତ୍କଳ ସମ୍ମିଳନୀର ପ୍ରଥମ ଅଧୁବେଶନରେ କିଏ ପ୍ରଥମ ସଂପାଦକ ଥୁଲେ ? Who was the first Secretary of Utkala Sammilani in first meeting ? A. ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓ B. ଧନୁର୍ଜୟ ନାରାୟଣ ଭଞ୍ଜଦେଓ C. ଶ୍ରୀରାମ ଚନ୍ଦ୍ର ଭଞ D. ମଧୁସୂଦନ ଦାସ 16. କିଏ “ବୋଧ ଦାୟିନୀର” ସମ୍ପାଦକ ଥିଲେ ? Who was the Editor of the Bodhadaini ? A. ଫକୀର ମୋହନ ସେନାପତି B. ଗୌରୀ ଶଙ୍କର ଆଚାର୍ଯ୍ୟ C. ରାଧାନାଥ ରାୟ D. ନୀଳମଣି ବିଦ୍ୟାରହ 17. କେବେ ଭାରତ ସ୍ବାଧୀନତା ଆଇନ୍ ବ୍ରିଟିଶ ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିଥିଲା ? When did Indian Independent Act approve in British Parliament ? A. ୨୦ ଫେବୃଆରି ୧୯୭୪ B. ୧୮ ଜୁଲାଇ ୧୯୪୭ C. ୨୦ ଜୁନ୍ ୧୯୭୪ D. ୧୪ ଅଗଷ୍ଟ ୧୯୪୭ 18. କେଉଁ ତାରିଖ ସୁଦ୍ଧା ଭାରତକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଅଟ୍ଲି ଘୋଷଣା କରିଥିଲେ ? By which date had Attlee declared to hand over the power to India ? A. ୧୯୪୭ ଫେବୃଆରି ୨୦ B. ୧୯୪୭ ଅଗଷ୍ଟ ୧୫ C. ୧୯୪୭ ଜୁନ୍ ୩ D. ୧୯୪୮ ଜୁନ୍ ୩୦ 19. ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ୍ହିନ୍ଦ୍ ଫୌଜ ଗଠନ କରିଥିଲେ ? Who had organised Indian National Army(Azadhind Fouj) before Subhash Bose ? (A)ରାସବିହାରୀ ବୋଷ (C)ଲକ୍ଷ୍ମୀ ସେହଗାଲ (B)ସାହନଓ୍ବାଜ ଖାଁ (D)ମୋହନ ସିଂ A. ରାସବିହାରୀ ବୋଷ B. ଲକ୍ଷ୍ମୀ ସେହଗାଲ C. ସାହନଓ୍ବାଜ ଖାଁ D. ମୋହନ ସିଂ 20. ଭାରତଛାଡ ଆନ୍ଦୋଳନ ସମୟରେ ମହାତ୍ମାଗାନ୍ଧୀଙ୍କୁ କେଉଁଠାରେ ବନ୍ଦୀକରି ରଖାଯାଇଥୁଲା ? Where was Gandhi put in jail during the period of Quit-India Movement ? (A)ଅହମ୍ମଦ ନଗର (C)ฮูด (B)ନାଗପୁର (D)ପାଟନା A. ଅହମ୍ମଦ ନଗର B. ନାଗପୁର C. ପାଟନା D. ପୁନେ 21. କଂଗ୍ରେସ ଅଧୁବେଶନ ରେ କିଏ “ଭାରତ ଛାଡ” ପ୍ରସ୍ତାବ ଆଗତ କରିଥିଲେ ? Who had proposed quit-India in Congress session ? A. ମୌଲାନା ଆବୁଲ କାଲାମ ଆଜାଦ B. ଗୋବିନ୍ଦ ବଲ୍ଲଭ ପନ୍ଥ C. ସର୍ଦ୍ଦାର ବଲ୍ଲଭଭାଇ ପଟେଲ D. ଜବାହର ଲାଲ ନେହେରୁ 22. କିଏ ଲକ୍ଷ୍ନୌଠାରେ ସାଇମନ କମିଶନକୁ ବିରୋଧ କରି ପୋଲିସ ଲାଠି ମାଡରେ ମୃତ୍ୟୁବରଣ କରିଥୁଲେ ? Who had died by the English police in Lakhnow opposing Siman Commission ? A. ସୁଭାଷ ଚନ୍ଦ୍ର ବୋଷ B. ଲାଲ ଲଜ୍ପତରାୟ C. ମହାତ୍ମାଗାନ୍ଧୀ D. ଗୋବିନ୍ଦ ବଲଭପନ୍ଥ 23. କେଉଁ ଅନୁଷ୍ଠାନ “ସ୍ବରାଜ୍ୟ ସମାଚାର” ପତ୍ରିକା ପ୍ରକାଶ କରୁଥୁଲା ? Which organisation was publishing “Swarajya Samachara" ? (A)ସ୍ବରାଜ ଆଶ୍ରମ (C)ସ୍ବରାଜ ମନ୍ଦିର (B)ସ୍ବରାଜ ସେବକ ସଂଘ (D)ଉତ୍କଳ ସ୍ବରାଜ୍ୟ ଶିକ୍ଷା ପରିଷଦ A. ସ୍ବରାଜ ଆଶ୍ରମ B. ସ୍ବରାଜ ମନ୍ଦିର C. ସ୍ବରାଜ ସେବକ ସଂଘ D. ଉତ୍କଳ ସ୍ବରାଜ୍ୟ ଶିକ୍ଷା ପରିଷଦ 24. ସହରରେ ବାସ କରୁଥିବା ଯୁବକ ଯୁବତୀ ମାନଙ୍କର କର୍ମ ସଂସ୍ଥାନ ପାଇଁ କେଉଁ ଯୋଜନା ଭାରତ ରେ କାର୍ଯ୍ୟକାରୀ ହେଉଛି ? Which project has carried out in India for the employment of young men & women in cities? A. ସର୍ୟ ଜୟନ୍ତୀ ସହରୀ ରୋଜଗାର ଯୋଜନା B. ଇନ୍ଦିରା ଆବାସ ଯୋଜନା C. ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା D. ସର୍ୟ ଜୟନ୍ତୀ ସରୋଜଗାର ଯୋଜନା 25. କେଉଁଟି ଅସହଯୋଗ ଆନ୍ଦୋଳନ ସହିତ ସଂପୃକ୍ତ ନୁହେଁ ? Which is not associated with non-co-operation movement ? (B)ସରକାରୀ କାର୍ଯ୍ୟାନୁଷ୍ଠାନ ବର୍ଜନ (D)ଅସ୍ପୃଶ୍ୟତା ବର୍ଜନ (C)ନିର୍ବାଚନ ବର୍ଜନ A. ସରକାରୀ ଉତ୍ସବ ବର୍ଜନ B. ସରକାରୀ କାର୍ଯ୍ୟାନୁଷ୍ଠାନ ବର୍ଜନ C. ଅସ୍ପୃଶ୍ୟତା ବର୍ଜନ D. ନିର୍ବାଚନ ବର୍ଜନ 26. ଗାନ୍ଧିଜୀ ବାରିଷ୍ଟରୀ ପଢିବା ପାଇଁ କେବେ ଇଂଲଣ୍ଡ ଯାତ୍ରା କରିଥିଲେ ? when did Gandhiji start his journey to England for reading Bar at Law ? A. ଜୁନ ୧୮୯୧ B. ଅକ୍ଟୋବର ୧୮୬୯ C. ଅକ୍ଟୋବର ୧୮୮୮ D. ଜାନୁଆରି ୧୯୧୫ 27. ରାଓଲାତ ଆଇନ କେବେ ଗୃହୀତ ହୋଇଥୁଲା ? When was Riolat act applied? A. ୧୮ ମାର୍ଚ୍ଚ ୧୯୧୯ B. ୧୦ ଏପ୍ରିଲ ୧୯୧୯ C. ୬ ଏପ୍ରିଲ ୧୯୧୯ D. ୧୩ ଏପ୍ରିଲ ୧୯୧୯ 28. ପ୍ରତିବର୍ଷ କେଉଁ ତାରିଖରେ ବିଶ୍ବଖାଉଟି ଅଧୁକାର ଦିବସ ପାଳନ କରାଯାଏ ? On which day the world consumers rights day is observed every year? A. ଜାନୁଆରୀ ୨୬ B. ମାର୍ଚ୍ଚ ୧୫ C. ଅକ୍ଟୋବର ୨୪ D. ମେ ୧ 29. ଶିଳ୍ପାନ୍ନତ ଦେଶମାନଙ୍କରେ କେଉଁ ପ୍ରକାର ବେକାରି ଅଧୁକ ଦେଖାଯାଏ ? Which type of unemployment is found more in industrial developed countries ? A. ପ୍ରଚ୍ଛନ୍ନ B. ସଂଘାତଜନିତ C. ସଂସ୍ଥାନୀୟ D. ଋତୁକାଳୀନ 30. କେଉଁଟି ବିକଶିତ ଦେଶର ଲକ୍ଷଣ ନୁହେଁ ? Which is not a characterstic of Developed county ? A. ଉଚ୍ଚଆୟ B. ଉନ୍ନତ ପରିବହନ ବ୍ୟବସ୍ଥା C. ନିମ୍ନ ଜୀବନ ଧାରଣମାନ D. ନିୟନ୍ତ୍ରିତ ଜନସଂଖ୍ୟା 31. ନିମ୍ନୋକ୍ତ ମଧ୍ୟରୁ ଭାରତର କେଉଁ ରାଜ୍ୟରେ ଗରିବ ଲୋକଙ୍କର ସଂଖ୍ୟା ଅଧୁକ ? In which of the following states the number of poor people is maximum ? A. ଓଡ଼ିଶା B. ମଧ୍ୟପ୍ରଦେଶ C. ମହାରାଷ୍ଟ୍ର D. ଉତ୍ତର ପ୍ରଦେଶ 32. ଆମ ଦେଶରେ କେତେଟି ଦ୍ରବ୍ୟକୁ ନେଇ ପାଇକାରୀ ଦରସୂଚକ ପ୍ରସ୍ତୁତ କରାଯାଇଛି ? How many commodities are taken in to account to calculate the wholesale price index in out country? A. 460 B. 450 C. 470 D. 480 33. ୨୦୦୧ ଜନଗଣନା ଅନୁଯାୟୀ ଆମ ଦେଶର ଶ୍ରମିକଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର କେତେ ପ୍ରତିଶତ ଥୁଲା ? What was the percentage of labourers to the total population of our country as per the census 2001 ? A. 42.75 B. 39.3 C. 33.3 D. 37.6 34. କେଉଁଟି ସେବା କ୍ଷେତ୍ରର ଅନ୍ତର୍ଭୁକ୍ତ ନୁହେଁ ? Which one does not come under service sector ? (A) ଭୂସଂସ୍କାର (C) ดาดเ (B) ଯୋଗାଯୋଗ (D) ବାଣିଜ୍ୟ A. ଭୂସଂସ୍କାର B. ଯୋଗାଯୋଗ C. ବାଣିଜ୍ୟ D. ବୀମା 35. କେଉଁଟି ଦରବୃଦ୍ଧିର କାରଣ ନୁହେଁ ? Which is not the cause of price rise ? A. ପରିବହନ ଖର୍ଚ୍ଚ B. ଶ୍ରମିକ ମଜୁରିଅଧୁକ C. କମ୍ ଉତ୍ପାଦନ D. ଅଧୁକ ଉତ୍ପାଦନ 36. ଖାଉଟି ଅଧୁକାର ପାଇଁ ପ୍ରଥମେ କେଉଁ ଦେଶରେ ଇସ୍ତାହାର ପ୍ରକାଶ ପାଇଥୁଲା ? In which country the first pressnote regarding the consumer rights was published ? A. ଭାରତ B. ଜାପାନ C. ଯୁକ୍ତରାଷ୍ଟ୍ର ଆମେରିକା D. ଯୁକ୍ତରାଜ୍ୟ 37. ଭାରତର କେଉଁ ସଂସ୍ଥା ଦରବୃଦ୍ଧି ସମୟରେ ମୁଦ୍ରା ପ୍ରଚଳନକୁ ସଙ୍କୁଚିତ କରିଥାଏ ? Which organisation in India does squeeze money circulation during price rise? A. ଅର୍ଥମନ୍ତ୍ରଣାଳୟ B. ଯୋଜାନା କମିଶନ C. ଭାରତୀୟ ରିଜର୍ଭବ୍ୟାଙ୍କ D. ସୁପ୍ରିମ କୋର୍ଟ 38. ବ୍ୟବହାର ଦୃଷ୍ଟିରୁ କେଉଁ ଶସ୍ୟଟି ଅନ୍ୟ ଗୁଡିକଠାରୁ ଭିନ୍ନ ? According to the use which crop is different from others ? A. ଜଡ଼ା B. ସୋରିଷ C. ଚିନାବାଦାମ D. ମକା 39. In which place of Madhya Pradesh papers meant for printing currency notes is manufactured ? ମଧ୍ୟପ୍ରଦେଶର କେଉଁ ଜାଗାରେ ମୁଦ୍ରା ମୁଦ୍ରଣ ପାଇଁ ଉଦ୍ଦିଷ୍ଟ ନୋଟ୍ ପ୍ରସ୍ତୁତ କରାଯାଏ? A. ହୋସଙ୍ଗାବାଦ B. ନେପାନଗର C. ଭୋପାଳ D. ଇନ୍ଦୋର 40. ଜନସଂଖ୍ୟା କମ୍ ଓ ଅଧୁକ ଚାଷ ଉପଯୋଗୀ ଜମିଥୁବା ବିସ୍ତୃତ ଅଞ୍ଚଳରେ କରାଯାଉଥୁବା କୃଷିକୁ କଣ ? Farming in large aneas with more farm land and less population is known as....? A. ସଘନ B. ସ୍ଥାନାନ୍ତରିତ C. ସୋପାନ କୃଷି D. ବ୍ୟାପକ 41. ନିମ୍ନୋକ୍ତ କେଉଁ ଫସଲଟି ଯେଦ ଋତୁରେ ହୁଏ ନାହିଁ ? Which of the following crops is not produced in Zaid season ? A. ଗହମ B. ତରଭୁଜ C. କାକୁଡି D. ଖରଭୁଜ 42. କେଉଁ ଶବ୍ଦ ଯୁଗ୍ମଟି ସଂପର୍କ ଦୃଷ୍ଟିରୁ ଭିନ୍ନ ? Which of the following is not correctly paired? A. ଆସାମ-ମାନସ B. ଓଡ଼ିଶା-ଶିମିଳିପାଳ C. ଝାଡଖଣ୍ଡ-ପାଲାମୁ D. ଗୁଜରାଟ-ମେଲଘାଟ 43. କେଉଁ ଶିଳ୍ପରେ ମଜୁରୀଭୋଗି ଶ୍ରମିକ ନଥାନ୍ତି ? Which of the following industries does not have paid labourers? A. ବୃହତ ଶିଳ୍ପ B. କ୍ଷୁଦ୍ରଶିଳ୍ପ C. କୁଟୀରଶିଳ୍ପ D. ମୌଳିକଶିଳ୍ପ 44. ନିମ୍ନୋକ୍ତ କେଉଁ ଖଣିଜଟି ମୋନାଜାଇଟ୍ ବାଲିରୁ ମିଳିଥାଏ ? Which of the following minerals found in monozite sand ? (A)! (C)ୟୁରାନିୟମ୍ (B)ଖଣିଜ ତୈଳ (D) ଥୋରିୟମ୍ A. ୟୁରାନିୟମ୍ B. ଖଣିଜ ତୈଳ C. ଥୋରିୟମ୍ D. କୋଇଲା 45. କେଉଁ ଜାତୀୟ ପାର୍କଟି ହାତୀ ମାନଙ୍କ ସୁରକ୍ଷା ନିମନ୍ତେ ଉଦ୍ଦିଷ୍ଟ ? Which National Park is meant for protection of Elephant ? (A)ମାନସ (C)สาด (B)ଚନ୍ଦକା (D) କାଜିରଙ୍ଗା A. ମାନସ B. ଗୀର C. ଚନ୍ଦକା D. କାଜିରଙ୍ଗା 46. କେଉଁ ଅରଣ୍ୟରେ ମୂଲ୍ୟବାନ ଶାଳ ଗଛ ଦେଖାଯାଏ ? Valuabel Sal trees are found in which type of forests ? A. ଜୁଆରିଆ B. ଆଲପୀୟ C. ମୌସୁମୀ D. କଣ୍ଟା ଓ ଗୁଳ୍ମ 47. ତମ୍ବା କେଉଁ ପ୍ରକାରର ସମ୍ବଳ ଅଟେ ? Which type of resouce is copper ? A. ନବୀକରଣଯୋଗ୍ୟ B. ଜୈବ C. ନବୀକରଣ ଅଯୋଗ୍ୟ D. ଅକ୍ଷୟ 48. ବିଶ୍ବ ସଂରକ୍ଷଣ ସଂଘର ମୁଖ୍ୟ କାର୍ଯ୍ୟାଳୟ କେଉଁଠାରେ ଅବସ୍ଥିତ ? Where is the Headquaters of World Conservation Union situated? A. ଜେନେଭା B. ମୋର୍ଚ୍ଚ C. ନୂଆଦିଲ୍ଲୀ D. ପ୍ୟାରିସ Your score is The average score is 0% 0%